Bhauja Nku Pai Stree Katha Bhuligali

Bhauja Nku Pai Stree Katha Bhuligali

ଭାଉଜଙ୍କୁ ପାଇ ସ୍ତ୍ରୀ କଥା ଭୁଲିଗଲି

Bhauja Nku Pai Stree Katha Bhuligali , odia jouna kahani,bhauja bia story,desi bhauja saha sex story ମୋର ଓ ଲିପିର ବିବାହ ଘରକୁ କେବଳ ୬ମାସ ହୋଇଥିଲା । ଲିପି ଗୋଟେ ଭଲ ପରିବାରରୁ ଜନ୍ମ, ତେଣୁ ତାର ବାପା କେବେ କେଉଁଥିରେ କିଛି ଅସୁବିଧା କରି ନଥିଲେ । ମୋର ବି ଏହା ଚେଷ୍ଟା ଥିଲା କି ମୁଁ ବି ତାକୁ କେବେ କୌଣସି ଅସୁବିଧା ହେବାକୁ ଦେବି ନାହିଁ । ଯେତେବେଳେ ମୋର ଓ ଲିପିର ବିବାହଘର କଥା ଚାଲିଥିଲା ସେତେବେଳେ ଆମ ବାହାଘର କୁ ନେଇ କେହି ଖୁସି ନଥିଲେ ।

ମୋ ଘର ଏତେ ବଡ ନଥିଲା ତଥାପିବି ମୁଁ ଲିପିକୁ ବିବାହ କରିବା ପାଇଁ ନିସ୍ପତି ନେଲି । ଲିପି ଓ ମୋର ପ୍ରଥମ ଦେଖା ବସ ଷ୍ଟପରେ ହୋଇଥିଲା । ଲିପି ବସକୁ ଅପେକ୍ଷା କରିଥିଲା ଆମେ ଦୁଇଜଣ ସେଇ ବସରେ ଚଢିଲୁ । ସାଙ୍ଗ ହୋଇ ପାଖ ସିଟରେ ବାସିବା କାରଣରୁ ମୋର ଓ ଲିପି ମଧ୍ୟରେ କଥା ହୋଇପାରିଲା । କଥା ଆଗକୁ ବଢେଇବା ପାଇଁ ଆମେ ପ୍ରଥମ ଦେଖାରୁ ଦୁହେଁ ଦୁହିଁଙ୍କ ନମ୍ବର ନେଇଆସିଲୁ ।

ଯେଉଁଥିପାଇଁ ମୋର ଓ ଲିପିର କଥା ଆଗକୁ ଚାଲିଲା । ମୁଁ ସେହି ସମୟରେ ଲିପିର ବାପାଙ୍କୁ ଜାଣିନଥିଲି । ଲିପିର ବାପା ଜଣେ ବଡ ସରକାରୀ ଚାକେରିଆ । ତାର ମା ମଧ୍ୟ ଜଣେ ବଡ ସରକାରୀ ଅଧିକାରୀ । ଯେଉଁଥିପାଇଁ ଲିପିକୁ ସେମାନେ କେବେ କୌଣସି ଥିରେ ଅସୁବିଧା ହେବାକୁ ଦେଇ ନାହାନ୍ତି । ସେ ଯେତେବେଳେ ଯାହା ଇଚ୍ଛା କରେ ତାକୁ ଆଣି ଦେଇଛନ୍ତି ।

ଆମ ଦୁଇଜଣଙ୍କର ସମ୍ପର୍କ ଆଗକୁ ବଢିବାରେ ଲାଗିଲା । ମୁଁ ତାକୁ ବିବାହ କରିବା ପାଇଁ ପ୍ରସ୍ତାବ ରଖିଲି । ମୋ କଥା ଶୁଣି ଲିପି ରାଜି ହୋଇଗଲା । ଯେତେବେଳେ ମୁଁ ଲିପି ପାଖରେ ବିବାହ ପ୍ରସ୍ତାବ ରଖିଲି ସେ ସମୟରେ ମୁଁ ମୋ ବାପା ମାଙ୍କୁ ଏକଥା କିଛି କହିନଥିଲି କାରଣ ମୁଁ ଜାଣିନଥିଲି ବିବାହର କିଛି ଦିନ ପରେ ମୋ ଆଗରେ ଏତେ ସବୁ ସମସ୍ୟା ଆସିଯିବ ।

ଲିପି ଓ ମୋର ବିବାହ ସମୟ ତାର ବାପା ଆମକୁ ବହୁତ ଜିନିଷ ଯୌତୁକରେ ଦେଇଥିଲେ । ମୋର ଘର ଛୋଟ ଥିଲା ତେଣୁ କରି ମୁଁ ସେ ଜିନିଷ ଗୁଡିକୁ ଯେମିତି ସେମିତି କରି ରଖିଦେଲି । ମୁଁ ଯୌତୁକର ପୁରା ବିରୋଧୀ ଥିଲି କିନ୍ତୁ ତାର ବାପା ମୋତେ କହିଲେ ପୁଅ ଆମେ ଯାହା ବି ଦେଉଛି ଆମ ଝିଅ ପାଇଁ ଦେଉଛୁ ଆମ ଖୁସିରେ ଦେଉଛୁ । ଆମେ ଆମ ଝିଅକୁ ବହୁତ ଗେଲ୍ହା କରି ବଢେଇଛୁ ।

ମୋ ପାଖରେ ବି ତାଙ୍କର କଥାର କୌଣସି ଜବାବ ନଥିଲା । ମୁଁ ତାଙ୍କର ସବୁ ଜିନିଷ ରଖିଲି । କିଛି ଦିନ ପର୍ଯ୍ୟନ୍ତ ଆମ ଦୁଇଜଣଙ୍କର ଜୀବନ ବହୁତ ଭଲରେ ଚାଲିଲା । ଆମେ ଦୁଇଜଣ ଦୁହେଁ ଦୁହିଁଙ୍କ ପ୍ରେମରେ ଡୁବି ରହିଥିଲୁ । ମୁଁ ବହୁତ ଖୁସି ଥିଲି କି ମୋର ବିବାହ ଲିପି ସହ ହୋଇଛି । କିନ୍ତୁ ଆମ ବିବାହର କିଛି ମାସ ବିତିବା ପରେ ଯେତେବେଳେ ମୋର ଲିପି ମଧ୍ୟରେ ଝଗଡା ସୃଷ୍ଟି ହେଲା ମୋତେ ଖରାପ ଲାଗିଲା ।

ଲିପି ମୋ ସହ ଏମିତି ବ୍ୟବାହାର କରିବ ମୁଁ କେବେ ଭାବି ନଥିଲି କି ଲିପି ଓ ମୋ ଭିତରେ ଏମିତି ଝଗଡା ହେବ । ଗୋଟେ ଦିନ ମୁଁ ମୋ ଅଫିସରୁ ଫେରିବା ପରେ ମୋ ମା ମୋତେ କହିଲା ପୁଅ ଆଜି ବୋହୁ କିଛି ଖାଇ ନାହିଁ । ତୁ ତାକୁ ପଚାରେ ସେ ଖାଇବକି ନାହିଁ । ମୁଁ ମାକୁ ପଚାରିଲି ଲିପି କଣ ପାଇଁ ଆଜି ଖାଇ ନାହଁ କିନ୍ତୁ ମା କୌଣସି ଜବାବ ଦେଲା ନାହିଁ ।

ମୁଁ ସେଇ କଥା ଲିପିକୁ ପଚାରିଲି ସେ ବି କିଛି ଉତ୍ତର ଦେଲା ନାହିଁ, ମୋର ରାଗ ବଢିଗଲା ଆଉ ମୁଁ ରାଗରେ ମୁଁ ଲିପିକୁ ପଚାରିବାରୁ ସେ ସବୁ ଉତ୍ତର ଦେଲା । ସେ କହିଲାକି ଆଜି ତୁମ ଭଉଣୀ ସହ ମୋର ଝଗଡା ହେଇଛି । ମୁଁ କିଛି ବୁଝିପାରୁନଥିଲି କି ଏହି ପରିସ୍ଥିତିରେ ମୁଁ କଣ କରିବି । କାରଣ ମୋ ପାଖରେ କୌଣସି ଜବାବ ନଥିଲା ।

ଲିପିକୁ ମୁଁ ମୋ ନିଜ ଇଚ୍ଛାରେ ବିବାହ କରିଥିଲି। ଲିପି ବି ମୋତେ ସବୁବେଳେ ତାର ବାପା ବୋଉ ପଇସାର ଘମଣ୍ଡ ଦେଖାଉଥିଲା । ସେ ସବୁବେଳେ ମୋ ପାଖରେ ମୋର କମି ବିଷୟରେ କୁହେ  ଏବଂ କୁହେ ମୋ ବାପା ମା କେବେ କୌଣସି ଜିନିଷ ପାଇଁ କମି ଅନୁଭବ କରିବାକୁ ଦେଇନଥିଲେ । ଆମ ଦୁଇଜଣଙ୍କ ସମ୍ପର୍କରେ ଦୂରତା ବଢି ବଢି ଯାଉଥାଏ ।

କିନ୍ତୁ ମୁଁ ସବୁବେଳେ ଚେଷ୍ଟା କରୁଥାଏ ଆମ ଦୁଇଜଣଙ୍କ ମଧ୍ୟରେ କେମିତି ଭଲପାଇବା ଆସିବ ଓ ଆମେ ଖୁସିରେ ରହିବୁ । ମାସର ପ୍ରଥମ ଦିନ ଥିଲା ମୁଁ ଲିପିକୁ କହିଲି ଚାଲ ଆମେ ବୁଲିଯିବା ଲିପି ମୋ କଥାରେ ରାଜି ହୋଇଗଲା । ଆମେ ଦୁହେଁ ଯିବା ପାଇଁ ପ୍ରସ୍ତୁତ ହୋଇଗଲୁ । ମୁଁ ଭାଭିଳି ଆଜି ଲିପିକୁ କିଛି ଗିପ୍ଟ ଦେବି । ମୁଁ ମୋ ମନରେ ଭାବୁଥିଲି କିନ୍ତୁ ଯେତେବେଳେ ଆମେ ସପିଙ୍ଗ ମହଲ ଗଲୁ ।

ମୁଁ ଲିପିକୁ କହିଲି ତୁମକୁ କଣ କିଣିବାର ଅଛି କି ? ଲିପି କହିଲା ମୁଁ ଚାହୁଁଛି ତୁମେ ମୋ ପାଇଁ ଗୋଟେ ଶାଢୀ ନେଇ ଆସ । ଯେତେବେଳେ ମୁଁ ସେଇ ଶାଢୀରେ ଲାଗିଥିବା ପ୍ରାଇସ ଟ୍ୟାଗ କୁ ଦେଖିଲି ସେ ଶାଢୀର ପ୍ରାଇସ ବହୁତ ଥିଲା । ମୁଁ ଲିପିକୁ କହିଲି ଲିପି ଏହା ମୋର ବଜେଟ ବାହାରେ ହୋଇଯାଉଛି ତୁମେଆଉ ଗୋଟେ ଶାଢୀ ଦେଖ ।

କିନ୍ତୁ ଲିପିର ସେଇ ଗୋଟେ ଜିଦି ସେ ସେଇ ଶାଢୀ ନେବ । ଲିପି ଏହି କଥାକୁ ନେଇ ମୋ ଉପରେ ରାଗି ଗଲା । ମୁଁ କିଛି ଜାଣିପାରୁନଥିଲି ଏହି ସ୍ଥିତିରେ ମୋତେ କଣ କରିବା ଦରକାର । ପରେ ମୁଁ ସେଇ ଶାଢୀ କିଣିଲି କିନ୍ତୁ ମୋ ଦରମାର ଅଧା ରୁ ଅଧିକା ପଇସା ସେ ଶାଢୀ କିଣିବାରେ ଖର୍ଚ ହୋଇଗଲା । ମୁଁ ଏବେ ଚିନ୍ତାରେ ଥିଲି ଯେ ଲିପିର ବ୍ୟବାହାର ମୋ ସହ କିଛି ଠିକ ନଥିଲା ।

ସେ ମୋ ସହ ସବୁଦିନ ଝଗଡା କରିବାରେ ଲାଗିଲା । ଗୋଟେ ଦିନ ଲିପି ତାର ଜିନିଷ ପତ୍ର ନେଇ ତାର ବାପ ଘରକୁ ଚାଲିଗଲା । ମୁଁ ଲିପିକୁ ବାରମ୍ବାର ଫୋନ କରୁଥିଲି କିନ୍ତୁ ସେ ଫୋନ ଉଠାଉନଥିଲା । ମୋତେ ବି ଏବେ ମୋର ଭୁଲ ଜଣା ପଡୁଥିଲା ମୁଁ ଲିପିକୁ ବିବାହ କରିବା ଟା ଠିକ ନଥିଲା । କାରଣ ସେ ବଡ ଘର ଝିଅ ଆଉ ତାକୁ ମୁଁ ଖୁସିରେ ରଖି ପାରୁନଥିଲି ।

ଲିପିର ବାପା ମା ତାର ଖୁସିକୁ ସବୁବେଳେ ଧ୍ୟାନ ଦେଇ ଆସିଛନ୍ତି । କିନ୍ତୁ ମୁଁ ତାର ଖୁସି ପାଇଁ ସେ ସବୁ କରି ପାରୁନଥିଲି । ଏଇ କାରଣରୁ ମୋର ଲିପି ମଧ୍ୟରେ ଝଗଡା ଆରମ୍ଭ ହୋଇଗଲା । ମୁଁ ଝଗଡା ପରେ କେମିତି ଲିପି ମୋ ଘରକୁ ଆସିବ ସେ ଝଗଡାକୁ ଭୁଲି ତେଣୁ ମୁଁ ଲିପିକୁ ଫୋନ କରିଲି ବାରମ୍ବାର ଫୋନ କରିବା ପରେ ବି ଲିପି ମୋର ଫୋନ ଉଠେଇଲା ନାହିଁ ।

ମୋ ମା ବି ଏହି କଥାକୁ ନେଇ ଚିନ୍ତିତ ଥିଲା । ମୋତେ କହିଲା ତୁ ଯାଇ ଲିପି କୁ ନେଇ ଆସେ । ମୁଁ ମାକୁ କହିଲି ଠିକ ଅଛି । ମୁଁ ଲିପିର ଘରକୁ ଗଲି ଓ ତା ବାପାଙ୍କ ସହ ଏ ବିଷୟରେ କଥା ହେଲି । ତା ବାପା ମୋତେ କହିଲେ ପୁଅ ମୁଁ ତୁମକୁ ଏହି କଥା ଆଗରୁ କହିଦେଇ ଥିଲି । ଆମେ ଲିପି କୁ ବହୁତ ଗେଲ୍ହାରେ ବଡ କରିଛୁ ଆଉ ଆମେ କେବେ ବି ତାକୁ କୌଣସି ଜିନିଷର କମି ଅନୁଭବ ହେବାକୁ ଦେଇ ନାହୁଁ ।

ମୁଁ ତାଙ୍କୁ ବୁଝେଇ କହିଲି ଦେଖନ୍ତୁ ମୋର ଏତେ ଦରମା ନୁହେଁ ଯେ ମୁଁ ତାର ସବୁ ଇଛା କୁ ପୁରା କରିପାରିବି । ତାପରେ ବି ମୋ ଦ୍ଵାରା ଯେତିକି ହେବ ମୁଁ ତା ପାଇଁ କରିବା ପାଇଁ ଚେଷ୍ଟା କରିଛି । ସେ କହିଲେ ତୁମେ ଲିପି ସହ କଥା ହୋଇଯାଅ । ମୁଁ ଲିପି ସହ କଥା ହେଲି କିନ୍ତୁ ମୋର ଲିପି ସହ କଥା ହେବା ବ୍ୟର୍ଥ ଥିଲା ମୁଁ ରାଗି କରି ଘରକୁ ଚାଲି ଆସିଲି ।

କିଛି ସମୟ ମଧ୍ୟରେ ଆମ ଭିତରେ ବହୁତ ଦୂରତା ସୃଷ୍ଟି ହୋଇଗଲା । ଏହି ଦୂରତା କାରଣରୁ ମୁଁ ମୋ ପାଖ ପଡିଶାରେ ରହୁଥିବା ଭାଉଜ ଯାହାଙ୍କ ନାମ କାବେରୀ ତାଙ୍କ ଆଡକୁ ଟାଣି ହୋଇ ଚାଲିଗଲି । କାବେରୀ ଭାଉଜଙ୍କୁ ଭଲ ଭାବରେ ମାଲୁମ ଥିଲା କି ଲିପି ଓ ଭିତରେ କିଛି ଠିକ ଚାଲି ନାହିଁ । ଏହି କାଥାର ଫାଇଦା ଉଠେଇଲେ କାବେରୀ ଭାଉଜ, ଆଉ ମୋତେ ବି କେଉଁଠି ନା କେଉଁଠି ତାଙ୍କର ଆବଶ୍ୟକତା ଥିଲା ।

ଆଗକୁ ପଢିବା NEXT ବଟନ ଉପରେ କ୍ଲିକ କରନ୍ତୁ

odiasexkahani

Leave a Reply

Your email address will not be published. Required fields are marked *

Copyright © 2020 Odiasexkahani All Right Reserved