ଆଲୋ ମଇନା ବେଙ୍ଗ ପଶିଗଲା ତଳକୁ ଅନା
Alo Maina Benga Pasigala Tanlaku Ana
odia sex story,odia sex kavita,odia sex gita,odia nonveg song,odia nonveg shayari,odia sexy song,odia sex kahani,odia sex gapa,odia gihan gihin gita
ଆଲୋ ମଇନା
ବେଙ୍ଗ ପଶିଗଲା ତଳକୁ ଅନା
ବ୍ରାହ୍ମଣୀ ବେଙ୍ଗକି କାଠୁଆ ବେଙ୍ଗ
କହିଦେବି ଗୋରୀ ଦେଖା ତା ରଙ୍ଗ
ନ ହେଲେ ସେ ଭାରି ସଲସଲ ଲୋ ହେବ ଏଇନା
ଯା’ରେ ବେହିଆ, ବେଙ୍ଗ ଦେଖିବାକୁ ମୁହଁ ଧୋଇଆ
ତୋ ମୁହଁକୁ ଟିକେ ନାହିଁକି ଲାଜ
ବେଙ୍ଗ ଦେଖିବାକୁ ହୋଇଛୁ ସଜ
ସାରା ସହରରେ ତୋପରି କେ ଗୋଟେ ନାହିଁ ମାହିଆ
ଆଲୋ, ଶୀତେଇ ଗଲାଣି ସାରା ଦେହ ତୋର
ମାନିଯା ଲୋ ତୁ ଏଥର
ହେ ତୋତେ ବେଙ୍ଗ କଲା ହରବର
ହେଉଥାଏ ପଛେ ସଲସଲ
ତୋତେ ଦେଖେଇବା ନୁହେଁ ଭଲ
ଭରସା କେବେ ମୁଁ କରିବିନି ତୋତେ
ମାରିଲେ ମାର ତୁ ଯେତେ ତେଲ
ଆଲୋ ମଇନା, ବେଙ୍ଗ ପଶିଗଲା ତଳକୁ ଅନା.