ସିଲ ବିଆର ଗରମ ମଜା ନେଲି Seal BiaRa Garam Maja Neli
ସିଲ ବିଆର ଗରମ ମଜା ନେଲି – ମୋ ନାଁ ରୋହନ, ମୁଁ ଓଡିଶାରେ ଜନ୍ମ କିନ୍ତୁ ମୁଁ ମୁମ୍ବାଇରେ ରୁହେ । ମୁଁ ଓଡିଶାରେ ବଢିଛି, ମୁଁ ମୁମ୍ବାଇର ଗୋଟେ କମ୍ପାନୀରେ ଇଞ୍ଜିନିୟର ଅଛି । ଆମ କମ୍ପାନୀର ଗୋଟେ ପ୍ରୋଜେକ୍ଟ କାମ ଅହମଦାବାଦ ପାଖରେ ଥିବା ଗୋଟେ ଛୋଟ ଗାଁରେ ଚାଲିଥିଲା । ସେଇ ସମୟରେ ମୋର ଦେଖା ରଚନା ସହିତ ହୁଏ । ରଚନାକୁ ମୁଁ ପ୍ରଥମ ଥର ପାଇଁ ବସ ଷ୍ଟପେଜରେ ଦେଖିଥିଲି । ସେଦିନ ତାର ଆଖି ଦୁଇଟା କୁ ଦେଖି ମୁଁ ଫିଦା ହେଇଯାଇଥିଲି । ତାକୁ ପାଇବାର ଆଶା ସେଇଦିନ ମୋ ମନରେ ଜାଗି ଉଠିଲା । ତାର ବଡ ଭାଇ ଓ ବାପା ବଡ ଖତରନାକ ଲୋକ ।
ତାର ବାପା ଓ ଭାଇଙ୍କୁ ତାଙ୍କ ଆଖ ପାଖ ଗାଁର ଲୋକ ମାନେ ଡରନ୍ତି ସେଇ କାରଣ ରୁ ମୁଁ ରଚନା ପାଖକୁ ଯାଇ ପାରେ ନାହିଁ । କିନ୍ତୁ ଗୋଟେ ଦିନ ମୋର ରଚନା ସହିତ କଥା ହେଲି ସେଇ ସମୟରେ ମୋ ହୃଦୟର ସ୍ପଦନ ବଢି ଯାଇ ଧକ ଧକ ହେଉଥିଲା । ମୋର ବିବାହ ହେଇନଥିଲା ତେଣୁ ତାକୁ ନିଜର କରିବା ପାଇଁ ମୋ ମନ ଭିତରେ ଆଶା ସୃଷ୍ଟି ହେଲା । ମୁଁ ଗୋଟେ ଦିନ ଯାଇ ରଚନାର ପରିବାର ଲୋକଙ୍କ ସହ କଥା ହେଲି ସେମାନେ ମୋତେ କହିଲେ ଇଞ୍ଜିନିୟର ବାବୁ ତୁମେ କାମ କରିବା ପାଇଁଆସିଛ କାମ କର ପ୍ରେମିକ ହେବା ପାଇଁ ଚେଷ୍ଟାକର ନାହିଁ । ଆଉ ଦିନେ ଯଦି ତୁମକୁ ଆମ ଝିଅ ଚାରିପଟେ ବୁଲିବା ଦେଖିବୁ ତୁମ ମୁଣ୍ଡ ଗଣ୍ଡି ଅଲଗା କରିଦେବୁ ଆଉ କେହି ଜାଣିପାରିବେ ନାହିଁ ତୁମ ସହ କଣ ହେଇଛି ଆଉ କିଏ କରିଛି ।
ସେମାନେ ମୋତେ ସେଦିନ ବହୁତ ବେଜିତ କଲେ, କିନ୍ତୁ ସେମାନଙ୍କୁ ଧନ୍ୟବାଦ ଯେ ସେମାନେ ମୋତେ ସେଦିନ ଛାଡି ଦେଲେ, ନଚେତ ମୋର ସେଦିନ ବହୁତ ଧୂଲାଇ ହେଇଥାନ୍ତା । ରଚନା ବି ମୋତେ ଗୋଟେ ଦିନ କହିଲା ତୁମେ ମୋତେ ଭୁଲିଯାଅ । ଏସବୁ ବେକାର କଥା ତୁମେ ତୁମ କାମ ଉପରେ ଧ୍ୟାନ ଦିଅ । ମୁଁ ବି ଭାବିଲି ମୁଁ ରଚନା କୁ ପାଇବା ପାଇଁ ଚାହୁଁଛି କିନ୍ତୁ ଏହା କେମିତି ସମ୍ଭବ ହେବ । ମୁଁ ଅନେକ ଦିନ ପର୍ଯ୍ୟନ୍ତ ରଚନା ସହ ମଇଳା ମିଶା କଲି ନାହିଁ ଆଉ ମୋ ପ୍ରୋଜେକ୍ଟ ଶେଷ ହେବାକୁ ଆଉ ଅଳ୍ପଦିନ ଥାଏ । ମୁଁ ଭାବିଲି ଏ ପ୍ରୋଜେକ୍ଟ ଶେଷ ହେବା ପୂର୍ବରୂ ରଚନାକୁ ଗୋଟେ ଥର କହିବି ତୁମେ ମୋତେ ବିବାହ . ସିଲ ବିଆର ଗରମ ମଜା ନେଲି
କରି ନିଅ ତାପରେ ଯାହା ହେବ ମୁଁ ସମ୍ଭାଳି ନେବି । କିନ୍ତୁ ରଚନା ସହ ମୋର ଦେଖା ହେଇ ପାରିଲା ନାହିଁ ମୁଁ ମୁମ୍ବାଇ ଚାଲି ଆସିଲି । ମୁଁ ମୁମ୍ବାଇ ଆସିବା ପରେ ମୋ ମନରେ ଗୋଟିଏ କଥା ଥିଲା କଣ ମୁଁ ଯାହା କହିଲି ଠିକ କଲି, କିନ୍ତ ମୋ ଆଗରେ ଏକ ଜଟିଳ ପରିସ୍ଥିତି ଥିଲା ମୁଁ ବୁଝିପାରୁନଥିଲି ଏହି ପରିସ୍ଥିତି ମୋତେ କଣ କରିବାକୁ ହେବ । ମୋ ଛାତି କେବଳ ରଚନା ପାଇଁ ଧକ ଧକ ହେଉଥିଲା ଆଉ ମୁଁ ରଚନାକୁ ନିଜର କରିବା ପାଇଁ ଚାହୁଁଥିଲି । କିଛି ଦିନ ପାଇଁ ମୁଁ ମୋ କାମରୁ ବ୍ରେକ ନେଲି ଏବଂ ରଚନାର ଗାଁ କୁ ଗଲି । ମୁଁ ଯେତେବେଳେ ଗାଁ କୁ ଗଲି ଜାଣିଲି ରଚନାର ନିର୍ବନ୍ଧ ଅନ୍ୟ ଏକ ଜାଗାରେ ହେଇଛି । ଯେତେବେଳେ ମୁଁ ଏକଥା ଜାଣିଲି ମୁଁ ପୁରା ଭାଙ୍ଗିପଡିଲି ।
ମୋତେ ଏମିତି ଲାଗିଲା ଯେମିତି ମୋଠାରୁ ମୋ ଜୀବନକୁ ଛଡେଇ ନେଲା । କିନ୍ତୁ ମୁଁ ସ୍ଥିର କଲି ଆଉ ମନକୁ ଦୃଢ କଲି ଯାହା ହେଉ ମୋତେ ରଚନା ସହ ଥରେ କଥା ହେବା ପାଇଁ ପଡିବ । ସେଥିପାଇଁ ମୁଁ ଗୋଟେ ରାତିରେ ଚୁପ ଚାପ ତାଙ୍କ ଘରେ ଭିତରେ ପସିଲି । ମୁଁ ଯେତେବେଳେ ତାଙ୍କ ଘରେ ପଶିଲି ଦେଖିଲି ରଚନା ତା ମା ଙ୍କ ପାଖରେ ବସିଥିଲା । ମୁଁ ତାଙ୍କ ଛାତ ଉପରେ ଥିବା ସିଡି ଘରେ ବସି ସବୁ ଦେଖୁଥିଲି , ମୁଁ ସେଇଠି ଅନେକ ସମୟ ପର୍ଯ୍ୟନ୍ତ ବସିରହିଲି । ରଚନାର ମା ତା ପାଖରୁ ଚାଲିଯିବା ପରେ ମୁଁ ତା ପାଦକୁ ଚାପି ଚାପି ତା ପାଖକୁ ଗଲି । ସିଲ ବିଆର ଗରମ ମଜା ନେଲି
ଯେତେବେଳେ ମୋତେ ରଚନା ଦେଖିଲା ମୋତେ ଆଶ୍ଚର୍ଯ୍ୟ କହିଲା ତୁମ ମୁଣ୍ଡ ଠିକ ଅଛି ତୁମେ କଣ ପାଇଁ ଏଠାକୁ ଆସିଛ, କଣ ପାଇଁ ବେକାରରେ ତୁମେ ତୁମ ଜୀବନକୁ ବିପଦରେ ପକାଉଚ । ମୁଁ ରଚନାକୁ କହିଲି ଦେଖା ରଚନା ମୁଁ ତୁମକୁ ଥରୁଟିଏ ଦେଖା କରିବା ପାଇଁ ଚାହୁଁଥିଲି ସେଥିପାଇଁ ଆସିଲି ଆଉ ମୁଁ ତୁମକୁ ଏତେ ପ୍ରେମ କରେଯେ ମୁଁ ତୁମ ବିନା ରହିବା ଅସମ୍ଭବ, ତୁମ ବିନା ବଞ୍ଚିପାରିବି ନାହିଁ । ସେ କହିଲା ଦେଖ ମୋ ପରିବାର ଲୋକ ଏବେ ମୋ ପାଇଁ ପୁଅ ଦେଖି ସାରିଲେଣି, ଆଉ ତା ସହ ମୋର ବିବାହ ବି ଠିକ କରିସାରିଲେଣି ହେଲେ ତୁମେ ମୋ ପଛରେ କଣ ପାଇଁ ପଡିଛ ? ତୁମକୁ ମୋଠାରୁ ବି ଭଲ ଝିଅ ମିଳିଯିବେ ।
ମୁଁ ତାକୁ କହିଲି ତୁମ ଠାରୁ ଭଲ ଝିଅ ମିଳିଯିବେ ହେଲେ ତୁମ ମିଳିବ ନାହିଁକି ତୁମ ପରିକା ଝିଅ ମିଳିବେ ନାହିଁ, ଆଉ ମୋ ହୃଦୟ ଆଜିବି ତୁମ ପାଇଁ ଚାଳୁଛି, ସେ କହିଲା ରୋହନ ମୁଁ ତୁମକୁ ଭଲପାଏ କିନ୍ତୁ ତା ମାନେ ନୁହେଁ କି ମୁଁ ତୁମ ସହ ପଳେଇଯିବି, ମୁଁ ତାକୁ କହିଲି ଦେଖ ମୁଁ ତୁମକୁ ପଳେଇଯିବା ପାଇଁ କହୁନି, ମୁଁ ତୁମକୁ ଭଲପାଏ ଏବଂ ତୁମକୁ ନିଜର କରିବା ପାଇଁ ଚାହେଁ । ତୁମେ କୁହ ମୁଁ ଏମିତି କଣ କଲେ ମୁଁ ତୁମକୁ ଭୁଲିଜିବି । ଯେବେ ଆମେ କଥା ହେଉଥିଲୁ ରଚନାର ମା ଆସିଲେ ଭାରି ମୁଁ ଖଟ ତଳେ ଲୁଚି ଗଲି, ସେ କିଛି ସମୟ ସେଠି ରହିଲେ ସେ ଯେତେବେଳେ ଚାଲିଗଲେ ତାପରେ ମୁଁ ଓ ରଚନା ଫୁଣିଥରେ କଥା ହେବାରେ ଲାଗିଲୁ । ସିଲ ବିଆର ଗରମ ମଜା ନେଲି
ଆଗକୁ ପଢିବା ପାଇଁ ତଳେ ଥିବା Next ବଟନ ଉପରେ କ୍ଲିକ କରନ୍ତୁ…